STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୮୯

ଜୀବନ ଗୀତା-୨୮୯

1 min
186


ଜୀବନରେ କେତେ ଦୁଃଖ

କେତେପୁଣି ଦୁର୍ଘଟଣା

କରୁଥାଏ ମାନବକୁ

ନିରନ୍ତର ବାଟବଣା ॥୦॥

ସତପଥେ ଚାଲୁଥିଲେ

ଦୁଃଖ ଆସି ଫେରିଯାଏ

ଦୁର୍ଘଟଣା ଯେତେସବୁ

ପୁଣି ଭୁଲି ହୋଇଯାଏ

ଜୀବନ ପାଇଁ ମମତା

ଯେତେ କାହାକୁ ଅଜଣା ॥୧॥

ସତପଥ ପାଥେୟରେ

ବଞ୍ଚୁଥାଏ ଯେଉଁଜନ

ଦୁଃଖ ତାକୁ ଘେରେ ହେଲେ

ରହେନାହିଁ ଚିରଦିନ

ମିଥ୍ୟାର ଡାକକୁ କରେ

ନିତି ସେତ ଅଣଶୁଣା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational