STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୮୮

ଜୀବନ ଗୀତା-୨୮୮

1 min
798


ଜୀବନର ଯେତେ ରୂପ

ସେତେ ପ୍ରତିରୂପ

ବଖାଣି ପାରିବ କିଏ

ତାହାର ସ୍ୱରୂପ ॥୦॥

ଆଜୀବନ ଭାଗଭାଗ

ହେଇବି କଅଁଳେ

ଛୁଇଁଦେଲେ ଲାଜକୁଳି

ସରମେ ଝାଉଁଳେ

ସବୁ ରୂପରେବି ସିଏ

ଦିଶେ ଅପରୂପ ॥୦॥

ଜୀବନର ସ୍ପନ୍ଦନରେ

ପ୍ରାଣର ପ୍ରାଚୂର୍ଯ୍ୟ

ବେଳେବେଳେ କରିଦିଏ

ଚକିତ ଆଶ୍ଚର୍ଯ୍ୟ

ଶତବାର ଭାଙ୍ଗିପୁଣି

ପାଏ ପୂର୍ଣ୍ଣରୂପ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational