STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୬୦

ଜୀବନ ଗୀତା-୨୬୦

10 mins
14K


ଜୀବନର ଗଉରବ

ରହିଛି ରହିବ

ପ୍ରତି ପରିକ୍ଷାରେ ସେତ

ଉତ୍ତୀର୍ଣ୍ଣ ହୋଇବ ॥୦॥

ନିଜ ଦକ୍ଷତାରେ ହେବ

ସେ ମହିମାନ୍ୱିତ

ପରିଚୟ ହେବ ତାର

ଅତୀବ ସ୍ୱତନ୍ତ୍ର

ମାଟିର ଉପରେ

ସାହସ ଦମ୍ଭରେ

ଠିଆ ହୋଇଥିବ ॥୧॥

ଚାରିଆଡେ ମେଲିଥିବ

ରୂପର ପସରା

ଜୀବନର ମହକରେ

ମହକିବ ଧରା

ଅତି ଉଲ୍ଲାସରେ

ଉଦୟ ରାଗରେ

ଜୀବନ ହସିବ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational