STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଝୁଲନ୍ତି କି ସେଠିଠଠଠଠଠଠ

ଝୁଲନ୍ତି କି ସେଠିଠଠଠଠଠଠ

1 min
235


ଝୁଲନ୍ତିକି ଆଜି

ଦୋଳମଣ୍ତପେ

କାହ୍ନୁ ପୋଛି

ପକାନ୍ତା ତା

‌ଚନ୍ଦ୍ର ବଦନ

ମୋରି ପଣନ୍ତେ

ଅଙ୍ଗେ ଅଙ୍ଗେ

ଖେଳିଯାନ୍ତା

ପ୍ରୀତି ଝଲକ

ବାଉଳି ହୋଇ

ଉଠନ୍ତି ମୁଁ ତା

ପାଇଁ ସତେ

ମୁଁ ତ ଥିଲି

ତାରି ପାଗଳି

ସେହ୍ନର ପରଶେ

ଉଠିଲି ଚେଇଁ

ଲାଗୁଚି ଏକଥା

ତା କାନେ କହି

ଦେବି କି ସତେ

ଲାଜୁଆ ମନ

ଯାଉଅଛି ଲାଜେଇ

ଓଠ ତଳୁ ଯାଉଛି

     ଖସି

କେମିତି କହିବି

ସତେ ତା ପାଖେ

   ବସି

ଜୁଲଣ ଦୋଳି

ଦେଉଛି ହସାଇ

ଉଙ୍କି ମାରି ଲୁଚି

ରହୁଛି ମୋରି ଓଠେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational