STORYMIRROR

Sunanda Mohanty

Romance Tragedy

3  

Sunanda Mohanty

Romance Tragedy

ଝରକା ଆରପାଖେ

ଝରକା ଆରପାଖେ

1 min
126

ଝରକାର ଆରପାଖେ ଦିଶେ ତାର ମୁଁହ 

ନାଆଁ ଗାଁ ଜାଣି ନାହିଁ ଏତେ କାଇଁ ଭଲ ଲାଗେ କୁହ 

ଦୂର ପରବତ ସୁନ୍ଦର ଭାବି ବିବେକ କହେ ରୁହ 

ମନ ତ ମାନୁନି କଥାରେ ତାହାର କେମିତି ଯାଦୁ 

ଚାଲିରେ ତାହାର ଶତପଦ୍ମ ଫୁଟେ ଆଖିରେ ମୋର ଲୁହ 

ଦେଖାହେଲେ ଥରେ ମନ କଥା ବାରେ କହିଦେବି ଭଵେ 

କହିତ ପାରେନା ସହିତ ପାରେନା ତା ଦୁଆରେ ସାହାନାଇ ଯେବେ 

ଝରକା ଏପଟୁ ବଧୂ ବେଶ ତାର ଦେଖି 

କେମିତି ବଞ୍ଚିବି ପାରିଲିନି ଟିକେ ଦେଖି 

ବିଦାୟ ବେଳାରେ ହାତରେ ମୋହର ନାମ ତାର ଦେଲି ଲେଖି 

ଝରକା ସେପାଖେ ଫଳକରେ ତାର ନାମ ଦିଶୁଥାଏ ସୁଖୀ 

ଜୀବନ ସାରା ମୋ ଯନ୍ତ୍ରଣା ଖାଲି ପ୍ରେମରେ ଗୋଟିଏ ଦୁଃଖି 



రచనకు రేటింగ్ ఇవ్వండి
లాగిన్

Similar oriya poem from Romance