STORYMIRROR

Sakuntala Parida

Romance

3  

Sakuntala Parida

Romance

ଜହ୍ନରାତି

ଜହ୍ନରାତି

1 min
277

ତୁମେ ନୀଳ ଢେଉ 

   ମୁଁ ଯେ ବେଳାଭୂଇଁ

ଦୁର୍ଭିକ୍ଷ ଯାଅ ତୁମେ

 ଖାଲି ମତେ ଛୁଇଁ

ଇଛା ଥିଲେ କିଛି

  ପାରେ ନାହିଁ କହି

ଦୁରେ ଗଲେ ତୁମେ

   ଝୁରେ ତୁମ ପାଇଁ

ଓ ସାଥି, ମୋ ସାଥି

 ମନେପଡେ ଆଜି ସେ ଜହ୍ନରାତି। ୧। 

ମୋ ଆଖିର କେତେ କଥା

 ମୋ ମନର ନୀରବତା

କହିବାକୁ ଚାହେଁ

 ହେଲେ କହି ପାରେନା

ନକହି ମୁଁ ନୀରବରେ

 ରହି ପାରେନା

ଓ ସାଥି, ମୋ ସାଥି

 ମନେପଡେ ଆଜି ସେ ଜହ୍ନରାତି।୨। 

ଏଇ ନଇ ଯାଏ ବହି

  ସାଗରେ ମିଶିବା ପାଇଁ

ନଇ ବିନା ସାଗର ତ

 ରହି ପାରେନା

ଏଇ ମୋର ଛୋଟ 

  କଥା ବୁଝିପାରନା

ଓ ସାଥି, ମୋ ସାଥି

 ମନେପଡେ ଆଜି ସେ ଜହ୍ନରାତି।୩। 


 

     


Rate this content
Log in

Similar oriya poem from Romance