STORYMIRROR

Manju Rath

Abstract

2  

Manju Rath

Abstract

ଜହ୍ନ

ଜହ୍ନ

1 min
122

ଛୁଇଁବାକୁ ଇଛା ମୋର

ସେହି ଜହ୍ନ କୁ

ଅନ୍ଧାର ରାତି ରେ

ଯାହାର ଆତଯାତ


ଟିକିଏ କଣେଇ ଚାହିଁ ବାକୁ ମନ ମୋର

ସେହି ଜହ୍ନ କୁ

ଯାହାର ପୁଣ୍ଣମୀ ତିଥି ରେ

ଆଲୁଅ ମୋ ଦାଣ୍ଡ ଦୁଆର


ତୁମେ ଅଧା ଜହ୍ନ ହୁଅ ଅବା ଗୋଲାକାର

ଝରକା ଫାଙ୍କେ ନିହାରିବାକୁ ମୁଁ ତରବର

ଅମାବାସ୍ୟା ର ଅନ୍ଧାର ଗଳି ରେ

ତୁମେ ଯେବେ ବାଟ ହୁଡ

ମୋ ମନ ର ଅଝଟପଣ

ଭସାବାଦଲ ସହ ହୋଇଯାଏ ଏକାକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract