STORYMIRROR

Liza Senapati

Abstract

2  

Liza Senapati

Abstract

ଜହ୍ନ

ଜହ୍ନ

1 min
128

ଡ଼ର ଲାଗେ ଦେଖିବାକୁ,

ଜହ୍ନ ଆଲୁଅକୁ,

ଜହ୍ନର କାଳିମାରେ ,

ଚେହେରା ତୋ,

ଝଲମଲ କରେ ଆଖି ମୋର।

ସାହାସ ନାହିଁ ସାମ୍ନା କରିବାକୁ,

ତୀ ନୀରବ ଆଖିକୁ।



Rate this content
Log in

Similar oriya poem from Abstract