STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଜହ୍ନ

ଜହ୍ନ

1 min
2.9K

ନିଳ ଆକାଶକୁ ଆଖି ଚାହିଁଥିଲା

ଏକ ଲୟରେ ଏକ ଅପେକ୍ଷାରେ

କେତେ ଦିନ ପରେ ଇଛା ହେଲା

ଜହ୍ନକୁ ଟିକିଏ ନିରଳାରେ ଦେଖନ୍ତି

ଅନ୍ଧାର ରାତିର ସେ ନିରବତାରେ

ସତକୁହ ପ୍ରିୟା ମୋ କଳ୍ପନା ଭୁଲ ?

ଯେପରି ଜଳଶୂନ୍ୟ ନଦୀ ପରି

ବାସ୍ନା ହିନ ଫୁଲ ପରି

ଶଦ୍ଦ ବିନା କବିତା ଯେମିତି ଅଧୁରା

ଜହ୍ନ ବିନା ଆକଶ ସେମିତି

ମୋ ଆଖି ସେମିତି ଚାତକ ପରି ଚାହିଁଥିଲା

ପ୍ରିୟର ପ୍ରାଣ ପ୍ରିୟାର ଦର୍ଶନ ପାଇଁ

କିନ୍ତୁ ମେଘ ଆଢୁଅଳରେ ତୁମେ ଲୁଚିଗଲ

ମଧୁରାାତ୍ରିର ସେ ନବ ବଧୂ ସାଜି

ନେଇ ଆସିଥିଲ ସୁଖଦ ମିଳନ

ସେଇ ଅନ୍ଧାର ରଜନିରେ ତୁମେ

ଏବେ ବି ଲୁଚିଗଲ ପ୍ରିୟା

ଏବେବି

ସେ ପୂର୍ଣ୍ଣମିର ଜହ୍ନ ଆଢୁଅଳରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract