Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Romance

3  

Gunanidhi Samal

Romance

ଜହ୍ନ ରାତିରେ ପ୍ରେମ

ଜହ୍ନ ରାତିରେ ପ୍ରେମ

1 min
260


ଭିଜା ଭିଜା ଜହ୍ନରାତି ମିଠା ମିଠା ସପନ

ଭିଜା ଏଇ ଓଦାମାଟି ଭିଜା ମୋର ଏମନ ।

ଦେଖ ଆଜି ଦେଖ ସାଥୀ ଏଇ ବରଷା ରାତି

କିଏ ଜାଣେ ଆଜି ଅଛି ନ'ରହିବ କାଲି କି' ।

ଆସ ଆମେ ନାଚିଯିବା ସପନର ସହରେ

ଆସ ଆଜି ହଜିଯିବା ପିରତୀର ସାଗରେ ।

କେହି ନାହିଁ ଦେଖିବାକୁ ଆମର ଏ' ମିଳନ

ଥିଲେ ଥିବ ଆକାଶରେ ତୋଫା ଜହ୍ନ କିରଣ ।

ଆଜି ଆମେ ରାତି ସାରା ଉଜାଗର ରହିବା

ଗୋଟିଗୋଟି ଯେତେ ତାରା ଆକାଶରେ ଗଣିବା ।

କାଲି ଆମେ ଚାଲିଯିବା ଆଉ ଏକ ସହର

ଜହ୍ନ ଥିବ , ତାରା ଥିବ ନ' ଥିବଟି ଅନ୍ଧାର ।

ସେଇଠି ବାନ୍ଧିବା ନୀଡ଼ ଆକାଶର ଛାତିରେ

କହୁଥିବ ଏ ଦୁନିଆ କେତେ ପ୍ରେମ ସତରେ ।


Rate this content
Log in

Similar oriya poem from Romance