ଜହ୍ନ ରାତି
ଜହ୍ନ ରାତି




କେତେ ନିର୍ମଳ ଲାଗେ ଆକାଶ
କେତେ ଶାନ୍ତ ଥାଏ ବାତାବରଣ
ସେଇ ଜହ୍ନର ଆଲୋକ
ଭାରି ନିର୍ମଳ ଲାଗେ
ଭାରି ସୁନ୍ଦର ଲାଗେ .....
କିନ୍ତୁ ମନ ର ଝରକା
ତଥାପି ଥାଏ ଅପେକ୍ଷା ରେ ,
ଯେଉଁ ଅପେକ୍ଷା କେବେ ବି ସରିବନି ,
ଆଖିର ପଲକ ପଛେ
ସେମିତି ଖୋଲା ଥିବ ,
କିନ୍ତୁ ସବୁଦିନ ପାଇଁ
ବନ୍ଦ୍ ଥିବ ତୋ ଫେରି ବାର ବାଟ ।
ହେଲେ ବି
ବେଶ୍ ସୁନ୍ଦର ଲାଗେ ସେଇ ଜନ୍ହ ରାତି .....।