Priyadarsini Das.

Romance Tragedy


2  

Priyadarsini Das.

Romance Tragedy


ଜହ୍ନ ରାତି

ଜହ୍ନ ରାତି

1 min 112 1 min 112


କେତେ ନିର୍ମଳ ଲାଗେ ଆକାଶ 

କେତେ ଶାନ୍ତ ଥାଏ ବାତାବରଣ 

ସେଇ ଜହ୍ନର ଆଲୋକ

ଭାରି ନିର୍ମଳ ଲାଗେ 

ଭାରି ସୁନ୍ଦର ଲାଗେ .....


କିନ୍ତୁ ମନ ର ଝରକା 

ତଥାପି ଥାଏ ଅପେକ୍ଷା ରେ ,

ଯେଉଁ ଅପେକ୍ଷା କେବେ ବି ସରିବନି ,


ଆଖିର ପଲକ ପଛେ 

ସେମିତି ଖୋଲା ଥିବ ,

କିନ୍ତୁ ସବୁଦିନ ପାଇଁ 

ବନ୍ଦ୍ ଥିବ ତୋ ଫେରି ବାର ବାଟ ।


ହେଲେ ବି 

ବେଶ୍ ସୁନ୍ଦର ଲାଗେ ସେଇ ଜନ୍ହ ରାତି .....।


Rate this content
Log in

More oriya poem from Priyadarsini Das.

Similar oriya poem from Romance