STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଜହ୍ନ ଆଖିରେ ଲୁହ

ଜହ୍ନ ଆଖିରେ ଲୁହ

1 min
220

 କେହି କେବେ ଦେଖି ନଥିବେ

ଆଜି ମୁଁ ଜହ୍ନ ଆଖିରେ ଲୁହ ଦେଖିଲି

ମୁଁ ଅବାକ ହେଲି।

ସବୁବେଳେ ହସୁଥିବା ଜହ୍ନ 

କାହା ବିୟୋଗରେ ଉଦାସ

କିଏ ତାକୁ ଦୁଃଖ ଦେଲା

ଏଇ ସେଦିନ ତ ଜହ୍ନ ହସୁଥିଲା

ଆଜି କଣ ହେଇଛି ତାକୁ ..?

ମଝିରେ ଭାବିଲି 

ସେ କଇଁକୁ ଝୁରୁଛି

ଜହ୍ନ କହିଲା ରାଗି ରାଗି

ଆଖି କରି ନାଲି 

ପରିବେଶ ପ୍ରଦୂଷଣ 

ମୋର ସବୁ ସୌନ୍ଦର୍ଯ୍ୟକୁ

ନେଲାଣି ଲୁଟି

ସେଥିପାଇଁ ମୋ ଆଖିରୁ

ଆଜି ମୋଟ। ଅଶ୍ରୁ ଝରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy