STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Romance

2  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ଝାଉଁ ବନ ଫାଙ୍କେ ଜହ୍ନ ଉଇଁଛି

ଝାଉଁ ବନ ଫାଙ୍କେ ଜହ୍ନ ଉଇଁଛି

1 min
2.5K


🌹🌹ମହାସ୍ମୀତା 🌹🌹

ଝାଉଁ ବନ ଫାଙ୍କେ ଜହ୍ନ ଉଇଁଛି

ମେଘର ପରଦା ଖୋଲି

ତୁମ ବିନା କୋଟି ତାରା ତରାଟର

ଆକାଶ ଲାଗୁଛି ଖାଲି

ମୋଜୀବନ ତରୁ ଶାଖାରେ ଶାଖାରେ

ପହିଲି ଫଗୁଣ ତୁମେ

ଆଜିର ନିଦାଘ ଅସହ ହେଲାଣି

ଆଖିରେ ଶ୍ରାବଣ ଜମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance