STORYMIRROR

kamal kumar dash

Romance Fantasy

3  

kamal kumar dash

Romance Fantasy

ଜାଣେନା କାହିଁକି

ଜାଣେନା କାହିଁକି

1 min
155


ଜାଣେନା କାହିଁକି     ବେଶୀ ମନେପଡ଼

      ତୁମେ ,ଏକେଲା ବେଳରେ 

ଜାଣେନା କାହିଁକି     ଭିଜିବାକୁ ଚାହେଁ 

         ଆଜି ତୁମରି ସ୍ମୃତିରେ (୧)

ତୁମେ ମନେ ପଡ଼     ଦୁଃଖର ଦିନରେ

       ଆଖିରେ ପୁରିଲେ ଲୁହ

 ତୁମେ ମନ ପଡ଼      ଅମା  ଅନ୍ଧାର ରେ

      ମନରେ ପୁରିଲେ କୋହ (୨)

 ତୁମେ ମନ ପଡ଼   କବିତା ଲେଖିଲେ

       ବସି ବରଷା ରାତିରେ 

  ତୁମେ ମନ ପଡ଼     ସିତ ସକାଳର 

        କୁହୁଡିର ଧlରେ ଧlରେ (୩)  

ମନର ସମ୍ପର୍କ      ପ୍ରୀତିର ମହକ 

       ସପନ ର ଗଲା ଦିନ 

କେବେବି ଭୁଲିନି    ଭୁଲି ମୁଁ ପାରୁନି 

      ଆଜିବି ସେ ସ୍ମୃତି ଚିହ୍ନ (୪ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance