STORYMIRROR

ରୀକ୍ଷିରାମ ମେହେର

Inspirational

3  

ରୀକ୍ଷିରାମ ମେହେର

Inspirational

ଜାଗି ଉଠ ଭାରତ ମାତାର ସୁପୁତ୍ର ସନ୍ତାନ

ଜାଗି ଉଠ ଭାରତ ମାତାର ସୁପୁତ୍ର ସନ୍ତାନ

1 min
184


ଜାଗି ଉଠ ଭାରତ ମାତାର ସୁପୁତ୍ର ସନ୍ତାନ


ଜାଗି ଉଠ ହେ ଭାରତର

   ଯୋଗ୍ୟ ସୁପୁତ୍ର ସନ୍ତାନ 

     ନିଜ ଭାରତ ମାତା ପାଇଁ 

          କରିବା କିଛି ସମର୍ପଣ,

ଅସ ଆମେ ଭାରତ 

  ପାଇଁ ସଙ୍ଘର୍ଷ ଏକତ୍ର କରିବା

    ନିଜ ମାତୃଭୂମି ପାଇଁ ନିଜେ

        ଦୃଢ଼ ସଂକଳ୍ପ ଆମେ ନେବା,


ଏ ମାତୃଭୂମି ପାଇଁ

   କେତେ ଯେ ବଳିଦାନ

      ଦେଇ ଗଲେ ଆମ ଦେଶେ

        କେତେ କେତେ ମହାପୁରୁଷ,


ଦେଶ ପରାଧୀନ ହୋଇ 

  ରହିଥିଲା ଇଂରେଜ ହାତେ

    ନିସ୍ୱାର୍ଥ ପଣେ ନିଜ ଦେଶ 

         ପାଇଁ ଲଢ଼ି ଜୀବନ ଦେଲେ,


ସୁବାସ ବୋଷ, ଜୈଇରାଜଗୁରୁ,

   ଭାଗତ ସିଂହ, ଲକ୍ଷ୍ମୀବାଇ

       ପୁଣି ତାତିଆ ଟୋପେ,

          ପୁଣି ବୀର ସୁରେନ୍ଦ୍ରସାଏ,


ଯେତେ ମହାପୁରୁଷ ଆଜି 

   ଭାରତ ମାତା ପାଇଁ ଜିଵନ 

      ହସି ପ୍ରାଣ ଉସର୍ଗ କରିଛନ୍ତି

      ଆଜି ମନେ ପକେଇବା ତାଙ୍କ ସ୍ମୃତି,


ହେ ଦେଶର ଉକୃଷ୍ଟ ନାଗରିକ 


Rate this content
Log in

Similar oriya poem from Inspirational