STORYMIRROR

Suresh chandra Padhy

Tragedy

3  

Suresh chandra Padhy

Tragedy

ଈଶ୍ୱର ସେବା

ଈଶ୍ୱର ସେବା

1 min
144

ତୁମ ସେବା କରି ଧନ୍ୟ ମୁଁ ହେବି

ଆହେ ମୋର ମହାବହୁ

ଏ ଜୀବନ ମୋର ଧନ୍ୟ ହୋଇଯିବ

ତୁମେ ସାଥେ ରହୁ ରହୁ

ତୁମ ପାଇଁ ମୁହିଁ ପ୍ରଭତେ ଉଠିବି

ଅବକାଶ ବେଶ ତୁମକୁ କରିବି

ନୀତି ନୂଆଁ ନୂଆଁ ବସ୍ତ୍ର ପିନ୍ଧାଇବି

ତୁମ ମନ ଜାଣି ଭୋଗ ଅରପିବି

ତୁମ ସେବା ରେ ମନ ଲଗାଇବି

ପିଣ୍ଡେ ପ୍ରାଣ ଥାଉ ଥାଉ

ତୁଳସୀ ମାଳ କୁ ଗୁନ୍ଥି ମୁଁ ଦେବି

କର୍ପୁର ଚନ୍ଦନ ଘୋରି ରଖି ଥିବି

ତୁମ ନାମ ଜପି ତୁମକୁ ଡାକିବି

ସଞ୍ଜ ସକାଳେ ଆରତୀ କରିବି

ତୁମ ସେବା ରେ ମୋ ଦିନ ବିତାଇବି

ବେଳ ମୋର ଥାଉ ଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy