STORYMIRROR

Mithun Sahu

Inspirational

2  

Mithun Sahu

Inspirational

ହୁଅନାହିଁ ସ୍ୱାର୍ଥପର

ହୁଅନାହିଁ ସ୍ୱାର୍ଥପର

1 min
13.8K


ତୁମପରି ମଧ୍ୟ ଅଛି ମୋ ଜୀବନ
ନୁହେଁ ନିର୍ଜୀବ ପଦାର୍ଥ,
ଆଗପଛ କିଛି ବିଚାର ନ କରି
ଦେଖା କାହିଁ ନିଜ ସ୍ୱାର୍ଥ,,
ଭୁଲିଯାଅନାହିଁ ମୋ ପାଇଁ ସଭିଏଁ
ପାଇଅଛ ଅମ୍ଳଜାନ,
ମୋହରି ଅଙ୍ଗକୁ କାଟିଦେଇ ସର୍ବେ
କାହିଁହୁଅ ହୀନିମାନ,,
ନିଯେ ମୁଁ ଜାଣିଛି କେତେ କଷ୍ଟ ପାଇ
କରେ ତୁମ ଉପକାର,
ସବୁ ଉପକାର ଭୁଲିଯାଇ ସତେ
ହୁଅନାହିଁ ସ୍ୱାର୍ଥପର,,

ମିଥୁନ୍ ସାହୁ
ମାଳ ତେନ୍ତୁଳିଆ,ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational