Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Pandey

Romance Inspirational

3.6  

Niranjan Pandey

Romance Inspirational

ହସ

ହସ

1 min
244



ମୋତେ ତୁ ଦେଇ ଯା'

ତୋ' ଆଖି ଲୁହରୁ କିଛି,

ସବୁ ପିଇଯିବି, ଆଉ ହସୁଥିବି ।

ମୋତେ ତୁ ଲୁଟିନେ

ପାଇବୁ ତୁ ଯାହା ଏଠୁ

ସବୁ ଦେଇ ଦେବି, ଆଉ ହସୁଥିବି ।

ଥରେ ତୁ ହସିଦେ

ଲୁହର ସ୍ୟାହିରେ ଲେଖା

ସ୍ମୃତି ର ପୃଷ୍ଠା ଗୁଡିକ

ସବୁ ଚିରିଦେବି,ଆଉ ହସୁଥିବି ।



Rate this content
Log in

Similar oriya poem from Romance