STORYMIRROR

Amiya Bej

Tragedy

2  

Amiya Bej

Tragedy

ହୃଦୟ ନାହିଁ

ହୃଦୟ ନାହିଁ

3 mins
2.7K


ଏ' ଲୁହାଚେୟାର୍ କି' କାଠଟେବୁଲ୍ ର

ହୃଦୟ ନାହିଁ !

ଏ' ପାଣି ନଳର କି' ଗ୍ୟାସ୍ ଚୁହ୍ଲା ର

ହୃଦୟ ନାହିଁ !

ଏ' ବେଶପୋଷାକର କି' ଖାତାକଲମ ର

ହୃଦୟ ନାହିଁ !

ଯା'ର ଜୀବ ନାହିଁ , ତା'ର ହୃଦୟ ନାହିଁ ।

କେଉଁ ଆଉ

ପ୍ରେମିକା ଛାତି

ଉଠାପକା ଜୀବଟେ ଯେ...

ହୃଦୟ କାଇଁ ?

ହୃଦୟ ନାହିଁ , ହୃଦୟ ନାହିଁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy