STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ହୋଲି

ହୋଲି

1 min
122

ଫଗୁଣରେ ଅବିର ବୋଳି

ହୋଲି ଆସିଛି ପୁଣି

ବର୍ଷ ତମାମ

ରକ୍ତରେ ହୋଲି ଖେଳୁଥିବା

ମଣିଷ ହାତରେ

ଲାଲ ଅବିର ଧରାଇ

ସହରର କୋଳାହଳ ଭିତରେ

ଆମେ ରକ୍ତରେ ହୋଲି ଖେଳୁ

ଆସ ଆଜି ଆମେ ଶପଥ ନେବା

ରକ୍ତଦାନ ମହାପୁଣ୍ଯ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract