Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Comedy

5.0  

Ranjan Kumar Brahma

Comedy

ହଇ ମ

ହଇ ମ

1 min
258



ତୁମ ପ୍ରେମ

ଯେହ୍ନେ ତତଲା ତଇର ପାଣିଟୋପାଟି 

ନାଚେ ଥେଈ ଛମ ଛମ ।


ତୁମ ହସ

ଯେହ୍ନେ କରୀ ଶୁଣ୍ଢ ଉପରକୁ ଉଠି

ପୁଣି ତଳେଇ ବାଛୁଛି ଘାସ ।


ତୁମ ଚାଲି

ଯେହ୍ନେ ଇଛା ନ ଥାଇ ପଢିବା ପାଇଁକି 

ଟୋକା କଲେଜ ଯାଉଛି ବୁଲି ।


ତୁମ କଥା 

ବାଦି ପାଲା ମଞ୍ଚ TV ରେ ବଖାଣେ

ତାହା ସଭିଏଁ ବୁଝିଲେ ହେଲା ।


ତୁମ ରାଗ

ବାତ୍ୟା ବେଳରେ ଓଡିଶା ଉପରେ

ଯେପରି ରହୁଅଛି ପାଣି ପାଗ ।


ତୁମ ବୁଦ୍ଧି

ଅମଳ ଧାନର ପତିଲି ଉପରେ

ଯେମିତି ନଡା ହୋଇଥାନ୍ତି ଲଦି ।


ଭଲେଇ ଦିନର ଅଭିନନ୍ଦନ


Rate this content
Log in

Similar oriya poem from Comedy