STORYMIRROR

jagabandhu sahu

Comedy

4  

jagabandhu sahu

Comedy

ହେପି ପ୍ରପୋଜ

ହେପି ପ୍ରପୋଜ

1 min
24

ପ୍ରପୋଜ ଟିକିଏ   ମାରିବା ପାଇଁକି

   ବାରି ପଟୁ ଗଲି ପଶି

କୋଉଠି ଥିଲା ସେ ବାଇଢଙ୍କ ଡଙ୍କ

   ପଡ଼ିଲା ଦେହରେ ଖସି ।


ପ୍ରପୋଜ ମାରିବା ଆଉକି ହୋଇଲା 

   କୁଣ୍ଡେଇ କୁଣ୍ତେଇ ଆସି

ଓଉ ଫଳିଗଲା ଦେହ ଯାକ ମୋର

   ମନ କଷ୍ଟେ ଗଲି ବସି ।


ପ୍ରପୋଜ ଡେଏଟା  ପାଣି ଫାଟିଗଲା

   ପ୍ରିୟା ଗଲା ମୋର ରୁଷି

କହିଲା ମୋ ପ୍ରିୟା ପ୍ରପୋଜ ଡେଏରେ

    ପ୍ରପୋଜ କଲନି ଆସି ।


କହିଲି ପ୍ରିୟାକୁ କଥାକୁ ବିସ୍ତାରି

   ପ୍ରିୟା ଟିକେ ଦେଲା ହସି

କହିଲା ରାଗନି  ଧନଟା ମୋହର

    ସୁଯୋଗ ଲାଗିଛି ଆସି ।


    ଏକା ଥିବି କାଲି ବସି 

ଗୋଟାଏ ଗୁଳିରେ ଦୁଇଟା ଶିକାର

    କରିନେବ ତୁମେ ଆସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy