STORYMIRROR

Manaswinee Dash

Fantasy

4  

Manaswinee Dash

Fantasy

ହେବି ମୁଁ ମହାକାଶଚାରୀ

ହେବି ମୁଁ ମହାକାଶଚାରୀ

1 min
316


ବସିଥିଲି ମୁଁ ଦିନେ ନିରୋଳା ରେ, 

ତାରା ଦେଖୁଥିଲି, ଗଣୁଥିଲି, 

ଦିନେ ମନ ହେଲା ସେଇ ତାରା କୁ ପାଖରୁ ଦେଖନ୍ତି ଥରେ, 

ମହାକାଶଚାରୀ ହେବାକୁ ମନ ବଳାଇଲି। 


ଦିନେ ଦେଖାଗଲା ଗୋଟିଏ ଅଦ୍ଭୁତଯାନ, 

ବାହାରିଲା ବଡ ଆଲୋକିକ କିରଣ,

ଅନ୍ୟ ଗ୍ରହରୁ କରିଥିଲା ଆଗମନ, 

ନେଲା ମୋହି ମୋ ମନ। 


ତା ଭିବରୁ ବାହାରିଲା ଜଣେ ଛୋଟ ଜୀବ, 

ମନୁଷ୍ଯ କି ପଶୁ କିଏ କହିବ, 

ବେଶଭୂଷା ତାର ଅଲଗା, 

କେଜାଣି ସେ ଭାଗ୍ୟଵାନ ନା ହତଭାଗା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy