STORYMIRROR

DR AMRESH PATTNAIK

Inspirational

2.8  

DR AMRESH PATTNAIK

Inspirational

ହେ ଉତ୍କଳ ମୋର

ହେ ଉତ୍କଳ ମୋର

1 min
13.3K


ରୂପମୟୀ,ଲାବଣ୍ୟମୟୀ,ବିଭାମୟୀ,ଶୋଭାମୟୀ ମୋ ଓଡ଼ିଶା

କେଡ଼ ସୁନ୍ଦର ରାଇଜ ମୋର କେଡେ ମିିଠା ତା ଭାଷା

ଅବିଶ୍ରାମେ ବୁଲି ଦେଖିଲି ବହୁଦୂର

ପାତାଳ, ନର୍କ ଆଉ ସ୍ବର୍ଗପୂର 

ହେ ଊତ୍କଳ ମୋର  ହେ ଊତ୍କଳ ମୋର...

ଅପରୂପ ସୌନ୍ଦର୍ଯ୍ୟ ସେ ଅପରୂପ ବନାନୀରେ ଭରପୂୂର

ଚତୁ୍ଃପାର୍ଶେ ଥିଲା ସବୁୁୁଜୀମା ଆଗଭର

ମାତ୍ର ଆଜି ଖାଲି ସରବତ୍ର ଭଂଗୂର ଆଉ ଭଂଗୂର

ହେ ଊତ୍କଳ ମୋର  ହେ ଊତ୍କଳ ମୋର...

ଉତ୍କଟ ପ୍ରଦୂଷଣ ଆଉ ତା ସହ ଜଳ,ଵାୟୁ ଓ ଶବ୍ଦର ସ୍ୱର

ନାଭିକୀୟ ଶକ୍ତି ଓ ମୂୂର୍ତିକାର ଉପଯୁକ୍ତ ଆସର

ଓଡ଼ିଶାର ପୂରପଲ୍କୀ ଅଛି ଯଦି ମାତ୍ରାଧିକ ଘର

ଏହା ନଥିଲା କେବେ ମଧୁୁବାବୁୁୁଙ୍କ ସ୍ୱପ୍ନର ସହର

ହେ ଊତ୍କଳ ମୋର  ହେ ଊତ୍କଳ ମୋର...

ନଦ ନଦୀ,ବନ ପାହାଡ଼ ସଵୁୁୁଠି ବୁଲିଲି ଘୂୂୂରି ଘୂୂରି

ସର୍ଵତ୍ର ସର୍ବ୍ ଲଭିିଲି ମାତ୍ର ମିଳିଲାନି ମାତୃଭୂମିର ମାଧୂରୀ

ମାତୃଭାଷା, ମାତୃଭୂମିରେ ମମତା। ଯା ହୃଦେ ଜନମି ନାହିିଁ

ତାକୁ ଯଦିି ଉତ୍କଳୀୟ କହିବା ଅଣଓଡ଼ିଆ ରହିଵେ 

ନାହିଁ

ଆଜିର ଓଡିିଶା କାଲିର ଉତ୍କଳ ରାଇଜ ଯିିିଏ

ଯାହା ହେଉ ପଛେ ସ୍ୱ।ଭିମାନ ସହ ବନ୍ଚିିଛି ସିଏ

ଥିଲେ ଜଣେେ ରାଜା କୃଷ୍ଣ ଚନ୍ଦ୍ର ଗଜପତି ସାର

ଵଖାଣିିିଲେ ନ ସରିିବ ତାଂକର କିିିର୍ତ୍ତି ଅପାର

ହେ ଊତ୍କଳ ମୋର  ହେ ଊତ୍କଳ ମୋର...

ଗୋଲ ଟେବୁୁଲ ବୈଠକରେ ଯିିଏ ଥିଲେ ଓଡିିଶାର

ଜାତି ତଥା ରାଜ୍ୟ ପାଇଁ ରଖିିଦେଇ ଗଲେେ ଯଶ ଅପାର

ଆଜି କାଲି ଓ ପରର ପିଢ଼ିି ତାଂକ ପଦଶ୍ଚୁମ୍ଭୀ ଯ।ଉ ଛନ୍ତି ଗଡ଼଼ି଼

ଧାଡ଼ିକି ଧାଡ଼ି ଯନ୍ତ୍ରୀ ସାଂଗକୁୁ ମନ୍ତ୍ରୀଙ୍କୁ ଭିିିଡି 

ଜୟ ଗୋ ଉତ୍କଳ ଜନନୀ ଚରଣେ ତୋହର କୋଟି ନମସ୍କାର

ବାରମାସରେ ମେଳା ମହୋତ୍ସବ ବ୍ରତ ଆରାଧନା

ଅତ୍ୟନ୍ତ ଚିର ସୂନ୍ଦର

ହେ ଊତ୍କଳ ମୋର  ହେ ଊତ୍କଳ ମୋର...


Rate this content
Log in

Similar oriya poem from Inspirational