Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR AMRESH PATTNAIK

Others

3  

DR AMRESH PATTNAIK

Others

ସୂର୍ଯ୍ୟ

ସୂର୍ଯ୍ୟ

1 min
7.0K


ସୂର୍ଯ୍ୟ

ତମେ ଆଦିକର, ତୁମେ ତପନ ଆଉ ଭାସ୍କର ତୁମର ରଚନା ଲଭି ଯାଉଅଛି ଏ ସାରା ସଂସାର

ତୁମେ ଆଦିଶକ୍ତି, ତୁମେ ପ୍ରତିପତି ତୁମେ ଶକଳ ଶକ୍ତିର ଆଧାର

ଦିନ ଥିଲା ତୁମକୁ ଗିଳିବାକୁ ଯାଇଥିଲା କୁନି ସମିର

ସେ ଥିଲା ବାଳୁତ, ଅଜ୍ଞ ଓ ଅସିମ ଶକ୍ତିର ଅସର

କିଟୁ ବ୍ରହ୍ମ ଯାଏ ଅଣୁଜୀଵ ଠାରୁ ଡାଇନୋସର ଯାଏ ଏ ସ୍ରୃଷ୍ଷ୍ଟି ହିଁ ତାଙ୍କର

ଦିନ ଠାରୁ ରାତି ଓ ରାତି ଠାରୁ ଦିନ ଏହାହିଁ ତାଙ୍କ ପୟର

ସର୍ବଜୀବ, ମାନବ ଓ କୀଟ ଏହି ଶକ୍ତିର ସମ୍ଭାର

ଦିନ ଥିଲା କାଳ ଥିଲା

ଦିନ ଗଲା କାଳଗଲା

ମାତ୍ର ଆଦିଜ୍ୱତି ହୀନ ନ ହୋଇଲା

ଶିତତାପ ନିୟନ୍ତ୍ରିତଘର ଓ ରେଫ୍ରିଜରେଟର

ଯାହା ଅଟେ ପ୍ରତିବନ୍ଧକ ଓଜନ ସ୍ତରର

ଏଥିରୁ ନିର୍ଗତ କ୍କୋରୋଫୋରୋକାର୍ବନର ଭାର

କର୍କଟରୋଗ ଓ ବିଶ୍ୱତାପନ ଫଳାଫଳ ଏହାର

ଯେବେ ଶୁଭିବ ଜନ ସଚେତନର ସ୍ୱର

ତେବେ କମିବ ବାୟୁ ତାପମାତ୍ରାର ହାର

ଏହା ହିଁ ହେବ ବିଜ୍ଞ ଓ ବିଜ୍ଞାନର ଅସର।


ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫


Rate this content
Log in