ସ୍ପର୍ଶ
ସ୍ପର୍ଶ
ଏକ ଶଦ୍ଦର ଗୁନ୍ଜରଣ କାତରତା ଯାହାର ଗୁଣ
ଆଶ୍ଚର୍ଯ୍ୟ ଏ ଅଘଟଣ ଉଭେଇ ଯାଏ ବଡ଼ପଣ
ରାମକୃଷ୍ଣଙ୍କ ପାଶେଥିଲା ଏହା
ଗୁରୁଙ୍କ ଅନ୍ତରେ ରହିଯାଏ ଯାହା
ବିବେକାନନ୍ଦଙ୍କ ଏହା ଦୟା ଓ ଆଦରର କାରଣ
ସ୍ପର୍ଶ ଏକ ଶଦ୍ଦର ଗୁନ୍ଜରଣ କାତରତା ଯାହାର ଗୁଣ ।
ଏହା ଅଟେ ମାତୃତ୍ୱର ସଂନ୍ତାନ ପ୍ରତି ଏକ ଆବରଣ
ମିିଛ ମାୟା ଏ ସଂସାରେ ଆନନ୍ଦର ଏହା ହିଁ ବାଣ
ଜନମିଲେ ଧରାଧାମେ ରହିନାହିଁ କିଏ ଆମରଣ
ଏହାହିଁ ଧର୍ମ, କର୍ମ ଓ ବାସ୍ତବ ଅଟେ ଜାଣ
ସ୍ପର୍ଶର ମାଧୁର୍ଯ କୋକେଇରେ , ବନ୍ଧା ମରଣ
ଅଧିରର ସ୍ୱପ୍ନ ବାସ୍ତବ ପାଲଟେ ଦୁର୍ଗୂଣରୁ ସୂଗୁଣ
ଋଦ୍ଦିମନ୍ତ ପ୍ରତୀକ ଯେଶାନ୍ତ ଭ
ାବାତ୍ମକ ଋଣ
ଏହାଅଟେ ସ୍ୱୟଂସିଦ୍ଦ ଞାନଯୁକ୍ତ ସଂକ୍ଷାରଣ
ଭାବର ରାଇଜ ଏଠି ମୁଖ ନିସ୍ରୁତ ବାଣି ଭଣଭଣ
ଏହାଏକ ଆଦର୍ଶ ଏହାହିଁ ସ୍ପର୍ଶ
ଏହା ନିତିନିଷ୍ଟ ଦୟା ଆଉ କରୁଣ
ନିଦାଘ ବର୍ଷାର ଏହାହିଁ ସୁଲଭତାର ବରୁଣ
ଏହି ଏକ ଶଦ୍ଦର ଗୁଞରଣ କାତରତା ଯାହାର ଗୁଣ
ଏ ସ୍ପର୍ଶ ! ଏ ସ୍ପର୍ଶ !
ଏହା ସ୍ପର୍ଶ ର ଏକ ଆବରଣ।
ଡ଼ଃ ଅମ୍ରେଶ ପଟ୍ଟନାୟକ
ବିଞ।ନ ଶିକ୍ଷକ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ
ପୋଲସରା,ଗଞାମ,୬୭୧୧୦୫
ଦୂରାଭାଷ--୭୮୭୩୦୨୩୦୦୫