STORYMIRROR

Goutam Mohanty

Abstract

3  

Goutam Mohanty

Abstract

ହେ-ରାଇ

ହେ-ରାଇ

1 min
286


ମୁଁ ସର୍ବଦା 

ଦର୍ଶନ କରେ ସ୍ୱୟଂ କୁ

ତୁମରି ବେନି ଚକ୍ଷୁରେ..।

ମଥା କରିନେଇ ନତ ଏବେ

ଦିଅ ଗୋ ସଖୀ ବିଦାୟ

ମୁଁ କରେ ପ୍ରସ୍ଥାନ ଏଠୁ

ନଚେତ ଏଇଠି ସ୍ଥାଣୁ ହେବି

ତୁମ ବେନି ଚକ୍ଷୁ ପ୍ରେମରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract