STORYMIRROR

Sudhashree Bhattamisra

Classics

3  

Sudhashree Bhattamisra

Classics

ହେ ମହାବାହୁ

ହେ ମହାବାହୁ

1 min
242

ପ୍ରତିଜ୍ଞାଵଧ ହେଲ ଯେବେ ପତଙ୍ଗ ପ୍ରାୟ ଜଳିଗଲି

ଜଳିବା ହେଉ ମୋ ଆତ୍ମତୃପ୍ତି

ଭରିଗଲି ବିଷାଦରେ

ସତ୍ୟ ଯେବେ ମୋର ଭାଷା

ପାଲଟିଗଲି କଣ୍ଟା

ମାନବିକତା ଯେବେ ଦୁଃସ୍ବପ୍ନ

ପ୍ରତିଟି ଜନ୍ମ ଜଳିଥାଏ ମୁଁ

ତୁମ ଇଛା ପୂର୍ଣ୍ଣ ହେଉ

ହେ ମହାବାହୁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Classics