Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4.0  

Bijaya Kumar Swain

Inspirational

ହାଟ ଦୁନିଆ ହାଟ ରେ

ହାଟ ଦୁନିଆ ହାଟ ରେ

1 min
214


ହାଟ-୧


ଦୁନିଆ ହାଟ ରେ ହଜିବା ପୂର୍ବ ରୁ

  ଦେଖା ଦେବ ସଖା ମୋର

ହାଟ ର ସଉଦା ସରିଗଲେ ପ୍ରଭୁ

  ଧରି ନେବ ହାତ ମୋର।


ହାଟ,-୨


ଆମେ ରେ ବେପାରୀ

  ଆମେ ରେ କିଣାଲି

କରୁ ଅଛେ କିଣା ବିକା

ସମୟ ସରିଲେ କିଣା ବିକା ସାରି

  ଫେରି ଯିବା ଏକା ଏକା।


ହାଟ__୩


ଏ ସଂସାର ଅଟେ ବଡ଼ ବିଚିତ୍ର

ହାଟ ର ବଣିକ ସଂସାର ଯାକ

 ସରିଗଲେ ବେଳ ଫେରିବେ ସକଳ

   ମନେ ରଖି ଥିବ ମିତ।


ହାଟ -୪


ବିଚିତ୍ର ସଂସାର ହାଟ

ଏପଟ ସେପଟ ହୋଇ ପଥିକ

ଖୋଜି ପାଉ ନାହିଁ ବାଟ।


    ହାଟ-୫


ଦୁନିଆଁ ହାଟ ର ବେପାରୀ

     ଆମେ ରେ

ଆମେ ରେ ସବୁ ଗରାଖ

କ୍ରେତା ଓ ବିକ୍ରେତା

ବିକା କିଣା ସରି

  ଫେରିଯିବା ପରା

ଆସିଥିଲେ ଯେଉଁ ପଥ ।



Rate this content
Log in

Similar oriya poem from Inspirational