Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଗୁରୁ ଏକ ଶବ୍ଦ ନୁହେଁ

ଗୁରୁ ଏକ ଶବ୍ଦ ନୁହେଁ

1 min
117



କହି ଶୁଣି ହେଜିଯିବା ଭଳି

ଗୁରୁ ଏକ ଶବ୍ଦ ନୁହେଁ ମାତ୍ର,

ଗରିୟାନ ଗୁରୁ ଭାବ ଅବବୋଧ

ଅଭ୍ୟାସ ଆୟାସସାଧ୍ୟ

ଅଧିକ ନିଶବ୍ଦ ।


ଭକ୍ତି ,ନିଷ୍ଠା ,ସମର୍ପଣ

ଆଦର୍ଶ ଉତ୍ତମ ଗୁଣ

ଆହରଣେ ଗୁରୁ ଜ୍ଞାନାଞ୍ଜନ,

ପିତା ସମ ଗୁରୁଙ୍କ ପ୍ରସାଦୁ

ମିଳେ ଦିବ୍ୟଜ୍ଞାନ

ମାର୍ଗଦ୍ରଷ୍ଟା ଗୁରୁ ଶିଖା

ସମୁଜ୍ଜ୍ୱଳ ଆଲୋକବର୍ତ୍ତିକା

ଗୁରୁ ସ୍ରଷ୍ଟା ଭାଗ୍ୟର ବିଧାତା ।


ସୁଗଭୀର ଗୁରୁତତ୍ତ୍ୱ

ସତ୍ୟ ଶିବ ସୁନ୍ଦର ଦର୍ଶନ,

ସୁକର୍ତ୍ତବ୍ୟବୋଧ ଗୁରୁଶ୍ରଦ୍ଧା

ଆତ୍ମଜ୍ଞାନ ଆଦର୍ଶ ବିଚାର

ସର୍ବକାଳେ ପୂଜନୀୟ ଗୁରୁ ଶ୍ରେଷ୍ଠ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ

ସାକ୍ଷାତ ଈଶ୍ୱର ।


Rate this content
Log in

Similar oriya poem from Inspirational