Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଗ୍ରୀଷ୍ମ କାଳ

ଗ୍ରୀଷ୍ମ କାଳ

1 min
270



ଆସିଛି ରେ ଭାଇ ଗ୍ରୀଷ୍ମ କାଳ

ଖାଆନ୍ତି ସଭିଏଁ ଦହି ପଖାଳ ।


ଶ୍ରମିକ ଭାଇ ସଚେତନ ହେବା

ଟାଣ ଖରାରେ କାମକୁ ନ ଯିବା ।


ଅମୁଲ୍ୟ ଜୀବନ ଭାରି ମୂଲ୍ୟବାନ

ଅଂଶୁଘାତ ପ୍ରତି ହେବା ସାବଧାନ ।


ଭାଇ ଭଉଣୀ ସଭିଏଁ ଜାଣିବା

ପଶୁ ସମ୍ପଦ କୁ ସୁରକ୍ଷା ଦେବା।


ଗାଈ ଗୋରୁଙ୍କୁ ଯତନେ ରଖିବା

ପେଜ ତୋରାଣି ଦେଇ ଗୁହାଳେ ବାନ୍ଧିବା ।


ଜଳ ଅଟଇ ଆମ ଜୀବନ

ଜଳ କୁ କରିବା ଆମେ ସଂରକ୍ଷଣ ।



Rate this content
Log in

Similar oriya poem from Inspirational