STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଗୋମାତା,,,,,,,,,,,,,,,,

ଗୋମାତା,,,,,,,,,,,,,,,,

1 min
208


ଗୋମାତା ତୁମେ

ଏ ସଂସାର ର ଏକ

ବିଚିତ୍ର ଦେବତାଙ୍କ

ଏକ ପରିକଳ୍ପିତ

ଅନବେଦ୍ଯ ଜୀବ

ପ୍ରାଣୀ ମାନଙ୍କ

ମଧ୍ୟରେ ତୁମେ

   ଶ୍ରେଷ୍ଠ

ତୁମ ଦେହରେ

ତେତିଶି କୋଟି

ଦେବ ଦେବୀ

ବିଦ୍ଯମାନ

ପ୍ରତ୍ଯହ ସଞ

ସକାଳେ ତୁମରି

ଦର୍ଶନ ଭରି ଦିଏ

ମନେ ମହକଭରା

ଉଲ୍ଲାସ ଉନ୍ମାଦ

ତୁମରି ଗୋମୟ

ସଂସାର ର ପବିତ୍ର

ଜିନିଷ ମଧ୍ୟରୁ ଅନ୍ୟତମ

ତୁମରି ଗୋମୟ ଜଳ

ପୂଣ୍ୟ ତୋୟା ଗଙ୍ଗା ତୁଲ୍ୟ

ତୁମରି ଗୋରସ କରେ

ଜୀବନରେ ପ୍ରାଣ ସଂଚାର

 ଅମୃତ ର ଧାର

ତୁମେ ଏକ ବୈଚିତ୍ରମୟ

   ଦେବ ମନ୍ଦିର

ତୁମରି ଗୋବର ଏକ

ଉକୃଷ୍ଠ ଖତର ଗନ୍ତାଘର

ତୁମରି ମହିମା ଅବର୍ଣ୍ଣନୀୟ



Rate this content
Log in

Similar oriya poem from Inspirational