ଗୀତା
ଗୀତା
ଗୀତା, ଏମିତି ଏକ ସ୍ତୋତ୍ର ଟିଏ
ପବିତ୍ରତା ଭରା ଭରା ନଈ ଟିଏ
ଗୀତା, ଏମିତି ଏକ ମନ୍ତ୍ର ଟିଏ
ଅସଜଡ଼ା ଜୀବନ ର ଶୃଙ୍ଖଳ ଟିଏ
ଗୀତା, ଏମିତି ଏକ ବୀଜ ଟିଏ
ବିଶୃଙ୍ଖଳା କୁ ସଜାଡ଼ିବା ପଥ ଟିଏ
ଗୀତା, ଏମିତି ଏକ ଫୁଲ ସିଏ
ହାରିଯାଉଥିବା ନାଉରୀ ର ଆହୁଲା ଯିଏ
ଗୀତା, ଏମିତି ଏକ ତରବାରୀ ଟିଏ
ଅହିଂସା ମନ୍ତ୍ର ର ସ୍ତୋତ୍ର ଟିଏ
ଗୀତା, ଏମିତି ଏକ ସୂତ୍ର ଟିଏ
ପରଆପଣା ଭୁଲେଇ ଦିଏ ଯିଏ
ଗୀତା, ଭଗବାନଙ୍କ ମୁଖ ନିଶୃତ ବାଣୀଟିଏ
ତାକୁ ନାମାନି ରହିପାରିଛି କିଏ
ତନ୍ତ୍ର ମନ୍ତ୍ର ସୂତ୍ର ର ଆୟୁଧ ଯିଏ
