STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଘର

ଘର

1 min
301

ଏମାନେ ସଂଜ ଯାଏଁ

ରାତି ଅଧାରେ ବି ଖଟନ୍ତି

ମରିବାକୁ ତର ନାହିଁକି

ଡରିବାକୁ କାମକୁ ଶିଖି ନାହିଁ

ଗାଈ କୁ କୁଣ୍ଡ। ପାଣି

ବାରିଘର ଶାଗଲଙ୍କା ରେ ପାଣି

ଘର ଲିପାପୋଛା ଧୁଆଧୁଇ

ଗାଧୁଆ ପାଧୁଆ ଗୋରୁ ଗାଈ

ପାଇଟି ପିଛା ଛାଡେନାହିଁ

ସାନ ପାଠ ପଡୁ ପଢୁ

ଦେଇଆସେ ଗାଈକୁ ଛଣ କି

ମାଙ୍କୁ ଦୋକାନରୁ ତେଲ ଲୁଣ

ସଂଜ ବତି ଦେଇ ଡିବି ଆଲୁଅର

ମୁଁହଁ ଏଠି ଦିଅଁ ପରି ଜଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract