STORYMIRROR

Sunanda Mohanty

Drama Classics

3  

Sunanda Mohanty

Drama Classics

ଘୋଷଯାତ୍ରାରେ ରାଧାରାଣୀ କି

ଘୋଷଯାତ୍ରାରେ ରାଧାରାଣୀ କି

1 min
15


ମଧୁର ଆନନ୍ଦ ମୂର୍ଚ୍ଛନାରୁ 

ଟିକିଏ ଚଖେଇ 

ତମେ ତ ଗଲ ଗୁଣ୍ଡିଚା ନଅର 

ହେ ମହା ଗୋସେଇଁ 

ଦିନ ଦିନ ବ୍ୟାପି ତୁମ୍ଭ ରୀତିନୀତି 

ପାଳନ କରିବେ ଗୋସେଇଁ 

ଲଷ୍ମୀମାଆ ରହିବେ କେମିତି 

ଏକାକିନୀ ହୋଇ 

ସେକଥା ନଭାବି ଚାଲିଗଲ 

ଭାଇ ଭଉଣୀ ସାଥେ ନେଇ 

ରୁହ ରୁହ ବ୍ରହ୍ମାଣ୍ଡ ଗୋସେଇଁ 

ଯାଉଛନ୍ତି ପଛେ ଲଷ୍ମୀମାଇ 

ଲକ୍ଷ ଲକ୍ଷ ଭକ୍ତ ଆଖି କଲ ପଵିତ୍ର

ତାଙ୍କ କଥା ଟିକେ ଭାବିଲ ତ ନାହିଁ 

ରାଧା ଆସିଲେ କି ଗୋପରୁ ପଳାଇ 

ବଡ଼ଦାଣ୍ଡେ ତୁମସହ ଦେଖାହେବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama