STORYMIRROR

kamal kumar dash

Romance Action Inspirational

3  

kamal kumar dash

Romance Action Inspirational

ଗାଇ ତୁମରି କବିତା

ଗାଇ ତୁମରି କବିତା

1 min
182


କଥା ଥିଲା ପରା  ସାଥିଟିଏ ହୋଇ 

      ସାଥିରେ ରହିବ ବୋଲି 

ଯନ୍ତ୍ରଣାରେ ଭରା   ଜୀବନ ବାଟରେ 

     ହସ ଭରି ଦେବ ବୋଲି ।


ଜାଣେନା କାହିଁ କି ଆଜି ଏତେ ଦୂରେ

     ସାଥି ତୁମେ କେଉଁ ଠାରେ

ଆସୁନ କାହିଁ କି     ଦେଖବି ହେଉନି 

     ବାଟରେ କେଉଁଠି ଥରେ ।

ଉତ୍ତର

ଜୀବନ ବାଟରେ  କେଉଁଠି ନl ଥରେ 

   ଦେଖା କେବେ ହୋଇଯିବ 

 ଦେଖିଲେ କହିବି ମୋ ମନ ର କଥା

    ତୁମେ ସବୁ ବୁଝି ଯିବ ।


ଟିକେ ରହି ଯାଅ    କହିବାକୁ ଦିଅ 

      ଆଜି ମୋର ମନ କଥା

ତୁମ ପାଦ ସାଥେ   ଚାଲିବି ମୁଁ ଦିନେ 

        ଗାଇ ତୁମରି କବିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance