STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ -୧୪

ଏଣୁତେଣୁ -୧୪

1 min
2.5K


ଲୁହ ନ ଝରେଇ କି

କାହାଣୀ ଲେଖି ହୁଏ ଯେ ମୁଁ ଲେଖିଥାନ୍ତି ?

କୋହ ନଥାଇ କି

କବିତା ଲେଖି ହୁଏ ଯେ ମୁଁ ଲେଖିଥାନ୍ତି ?

ମନର ଦରଜ ସେ

ଛୁଇଁ ଯାଏ ଆଖି... ଝରେ ତତଲା ଲୁହ

ମନର ଦରଜ ସେ

ଛୁଇଁ ଯାଏ ଛାତି... ଉଠେ କୁହୁଳା କୋହ

ଗାଳ୍ପିକା ନଥିଲି, ନୁହେଁ ବି କବୟିତ୍ରୀ ମୁଁ

ଜୀବନ ଖେଳେ ମୋ ସାଥିରେ ଲୁଚକାଳି ପ୍ରତିକ୍ଷଣ

ମୁହୁର୍ତ୍ତ କୁହେ, ମୋତେ ଛୁଁ... ମୋତେ ଛୁଁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance