STORYMIRROR

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ଏକାନ୍ତ

ଏକାନ୍ତ

1 min
197

ଏକ ରାତି ଲାଗେ ସାତ ରାତି ପରି

ଦିନ ଲାଗେ ଅସରନ୍ତି

ତୁମ ବିଚ୍ଛେଦରେ ଢଳିଲା ଯୌବନ

ପୁଣି ଲିଭେ ତନୁ କାନ୍ତି ।


ଓଠର ହସରେ ମଧୁରତା ନାହିଁ

ତୁମେ ଗଲା ପରେ ସାଥୀ

ଶିଥିଳତା ବାସ ଚାଲିରେ ଆସିଛି

ସତେ ପ୍ରାଣ ଶେଷ ରଥୀ ।


ତୁମକୁ ନେଇ ମୋ ସୁନାର ସଂସାର

ମୁହିଁ କଇଁ ତୁମେ ଜହ୍ନ

ନିର୍ଜନ ରଜନୀ ସାଇତି କାହାଣୀ

ଭିଡିଛି ଆଜି ଏ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance