STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଏହି ମୋର ଅଳି

ଏହି ମୋର ଅଳି

1 min
328


ଅଦ୍ଭୁତ ତା ଢଙ୍ଗ,ବିଚିତ୍ର ତା

      ଭାବଭଙ୍ଗୀ ବେଳେବେଳେ,

କଥା ଛଳରେ ଧୃବ,ପ୍ରହଲ୍ଲାଦ, ଅଭିମନ୍ୟୁ

 ବାଜିରାଉତ, ଧର୍ମପଦ, 

      ଭଗତ ସିଂ, ସାଲବେଗ

ତ ପୁଣି ଧୋ ରେ ବାୟା, ଆ ଜହ୍ନମାମୁଁ,

ଅଭିଜ୍ଞ ଚିକିତ୍ସକ ତ ବିଦ୍ଵାନ ପଣ୍ଡିତ35 ।


ଅଳି ଅଝଟ କଲେ ମୁଢି ଖଇ ମୁଆଁ

କି ବାଦାମ, ରାଶି ଲଡୁ ଟିଏ ଧରେଇ ଦେଇ

ତାଳପତ୍ରରେ ଘଣ୍ଟା ,

     ମୁଦି କାନଫୁଲ ନାକଫୁଲ

           ପିନ୍ଧେଇ ଦିଏ।


ଆଉ ଫୁଲଖଡିରେ ଆଙ୍କିଦିଏ ଚକାଆଖିଆ

   ଦାରୁବ୍ରହ୍ମ ର ଅବର୍ଣ୍ଣନୀୟ ଚିତ୍ର

        କେବଳ ମୋ ପାଇଁ

           ସେ ମୋ ।



Rate this content
Log in

Similar oriya poem from Inspirational