STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଏ ସନ ର ସ୍ନାନ

ଏ ସନ ର ସ୍ନାନ

1 min
11.7K

ତମେ ନିର୍ଦେଶକ ତମେ ହିଁ ନାୟକ 

କି ରଖିଛ କେଜାଣି ଏଇ ଶେଷ ଅଙ୍କ 

ଏକାକୀ ବାଟୋଇ, ବୁଝିପାରେ ନାହିଁ 

ତା ବାଟେ ମଲାନଈ ଯାଏ ସଦା ଧାଇଁ 

ତମେ ଶହେଆଠ ଗରାରେ ଗାଧେଇ 

ଏକାନ୍ତ ବାସ ରେ ଥରେ ଗଲେ ଶୋଇ 

କିଏ ସେ ବୁଝିବ କରୋନା ଆତଙ୍କ 

ବିଭୀଷିକା ପରି ଆସନ୍ତି ପଙ୍ଗପାଳ ନିସଙ୍କ 

କି ରଖିଛ ନିର୍ଦେଶ ଏ ସନ କୋଡିଏ 

କାହା ରଥ କିଏ ଭିଡି ଭିଡି ନେଉଥାଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract