Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Action

3  

kahnu charan sahu

Abstract Action

ଏ ହୃଦୟଟା ସେମିତି ଗଢ଼ା ହେଇଛି

ଏ ହୃଦୟଟା ସେମିତି ଗଢ଼ା ହେଇଛି

1 min
257


ତମେ ମତେ 

ଯେତେ ଘୃଣା କରୁଛ କର

ମୁଁ ଭଲ ପାଇଚାଲିଥିବି,

ତମେ ମତେ 

ଯେତେ ଉପେକ୍ଷା କରୁଚ କର

ମୁଁ ଅପେକ୍ଷା କରିଥିବି !

ସମୟର କାଳ ସ୍ରୋତରେ 

ବଦଳିବ ସବୁକିଛି 

ତମେ ଆଉ ତମ ଅତୀତ

କିନ୍ତୁ ମୋ ହୃଦୟ ରହିଥିବ ସେମିତି ।

ସମୟ ସାକ୍ଷୀ ଅଛି 

ଘୃଣା କରୁଥିବା ମଣିଷ

ବଦଳି ଆଜି ଭଲ ପାଉଛି,

ଥରେ ଅବା କେଇ ଥର ସମ୍ପର୍କକୁ 

ଭୁଲିଯାଇଥିବା ହୃଦୟ ଆଜିବି ଅନୁତାପ କରୁଛି

କାରଣ ଏ ହୃଦୟଟା ସେମିତି ଗଢ଼ା ହେଇଛି ।।


Rate this content
Log in

Similar oriya poem from Abstract