STORYMIRROR

Jagabandhu Sahu

Tragedy

2  

Jagabandhu Sahu

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
114

ଦୁର୍ଘଟଣା ଘଟି  ଚାଲିଯାଏ ଆଜି

     ଶହ ଶହ ପ୍ରାଣ ଏଠି

ଭିନ୍ନ ଦୁର୍ଘଟଣା ବିଭିନ୍ନ ଜାଗାରେ

    ହୁଏ କେବେ ପୁଣି କୋଉଠି,

ରାତି ପାହିଗଲେ ଟିଭିରେ ଦେଖୁଛେ

    ଦୁର୍ଘଟଣା ଚିତ୍ର ଛବି

କେବେ ଅଗ୍ନିକାଣ୍ତ କେବେ ହତ୍ଯା କାଣ୍ତ

     ତଦନ୍ତ ଖାଲି ଚାଲୁଛି,

ଯାନ ବାହନରେ ଯିବା ଆସିବା ବେଳେ

    ହୁଏ ଯେଉଁ ଦୁର୍ଘଟଣା

ଉଜାଡି ଦିଏ କେତେ ସୁନାର ସଂସାର

    ନଥାଏ କାହାକୁ ଜଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy