STORYMIRROR

Titu Sahu

Tragedy

3  

Titu Sahu

Tragedy

ଦୁଇ ଟୋପା ଲୁହ

ଦୁଇ ଟୋପା ଲୁହ

1 min
293


ଶାଶୁ ଘର ଯେଵ ଚାଲି ଯାଉ ଥାଏ ଝିଅ

ପ୍ରରିୟ ଜନ ଠାରୁ ନେଇ ବିଦାୟ

ଛିଡି ଯାଉ ଥାଏ ସମ୍ପର୍କର ଡୋରି

ଗାଁ ମୁଣ୍ଡ ଯେବେ ହୋଉ ଥାଏ ପାରି

ଆଖି ରେ ଆସେ ବନ୍ୟା ର ସୁଅ ।

ଝରି ଯାଏ ଦୁଇ ଟୋପା ଲୁହ ।


ଫେରି ବା ଵାଟକୁ  ଚାହିଁ ଥାଏ ମା

ଭାବୁଥାଏ ମା ଝିଅ କେବେ ଫେରିିବ ତା ଗାଁ

ଗଲେ ଦୁଇ ଚାରି ଦିିିନ ବୁଝେ ବାପା ମନ।

କହନ୍ତତି ଇଏ ବିଧିିର  ବିଧାନ।

ମନ କୋଣେ ଯେବେ ଆସେ ଝିିିଅ ମୁହଁଁ

ଝରି ଯାଏ ଦୁଇ ଟୋପା ଲୁହ ।


ଗଢି ଥାଏ ଗୋଟିଏ ଛୋଟ ସ°ସାର

ଭୁଲିଯାଇ ଥାଏ ଧୀରେ ଧୀରେ ବାପ ଘର

କହା ଭାଗ୍ୟରେ ଛିଡେ ଦୁଃଖ ର ପାହାଡ।

ବାପ ଘରକୁ ପୁଣି ଲେଉଟାଏ ଗୋଡ଼।

ଫେରି ଆସେ ପୁୁଣି ବିିଦାୟିି ଝିଅ

ଝରି ଯାଏ ଦୁଇ  ଟୋପା ଲୁହ ।



Rate this content
Log in

Similar oriya poem from Tragedy