STORYMIRROR

Amita Dash

Tragedy

3  

Amita Dash

Tragedy

ଦୁଃଖ

ଦୁଃଖ

1 min
254

ଦଦ

ଯାହା ଘରେ ଯମ ପଶିନି 

ସେ କାହୁଁ ଦୁଃଖ ଜାଣିବ

ଖାଇଲା ପେଟ ଭୋକର ଜ୍ଵାଳା କ'ଣ ବୁଝିବ

ଦୁଃଖ ସେ ପରା ଚିର ସହଚର ମୋର

ଝୁଣ୍ଟି ପଡ଼ିଲେ ପାଖରେ ପାଉଛି ଛାଇଟି ତାର

ଦୁଃଖ କୁ ସାଉଁଟି ସୁଖକୁ ଖୋଜିଲେ କାହୁଁ ଅବା ମୋତେ ପ୍ରାପତ ହେବ

ଦୁଃଖ ଭରା ଏଇ ଜୀବନରେ ମୋର

କିଛିତ ପୁଟୁଳି ସାଇତା ଅଛି ପାପର

କେତେ ଚେଷ୍ଟା ଆଉ କରିଲେ କାଳିଆ

ଦୁଃଖ ର ଲୁହା ଶିକୁଳି ରୁ ମୁକ୍ତି ମିଳିବ

ଯେତେ ଆକୁଳ ରେ ମିନତି କରିଲେ

କାଳିଆ କାହିଁ ମୋ ଡାକ ଶୁଣିବ

ନିଜ କଲା କର୍ମ ଭୋଗିବା ସହିତ

ମଲା ବେଳେ ସାଥିରେ ନେଇକି ଯିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy