STORYMIRROR

SANJAYA KUMAR BEHERA

Classics Others

3  

SANJAYA KUMAR BEHERA

Classics Others

ଦୃତ ଦଉଡ

ଦୃତ ଦଉଡ

1 min
161

ମୁଁ ଧାଉଁଚି ଚିରନ୍ତନ

ସମୟ୍ର ଗତିରେ, 

ବନ୍ଧୁମାନଙ୍କ ମେଳରେ, 

ହୃତପିଣ୍ଡର ସ୍ପନ୍ଦନ ଗତିରେ ।


ମୁଁ ଧାଉଁଚି

ବଣିବିଲ ଜମି ଜମା 

ପାହାଡ଼ ପର୍ବତ,

ଅତିକ୍ରାନ୍ତ ସମସ୍ତ ଆୟୁଷ 

ମୁଁ ଧାଉଁଚି । 


ମୋ ପଥକୁ 

ଅବରୋଧ କରବାକୁ 

କେତେ କେତେ ସଇତାନ 

ପଥ ଓଗାଳନ୍ତି , 

ଅସଜାଡି ନିଜକୁ । 


ପରନ୍ତୁ ମୁଁ ଧାଉଁଚି 

ଏକ ସ୍ତିରାଙ୍କ ଗତିରେ 

ଯାହାର ଆରମ୍ଭ କି ଅନ୍ତ 

ମୋ ଅଜ୍ଞାତ ସାରରେ ।


Rate this content
Log in

Similar oriya poem from Classics