Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S Nayak 😊

Classics

3  

S Nayak 😊

Classics

ଦର୍ପଣ

ଦର୍ପଣ

1 min
221


ନିଜ ଲୋକଙ୍କ ଠୁ ତ

ଅତି ଶ୍ରେୟସ୍କର ମୋ ଦର୍ପଣ

ଯିଏ କି ମୋ ଦୁଃଖ ସମୟରେ

କେବେ ପରିହାସ କରେନି।

କେବେ ଯଦି ଆଖିରୁ ମୋ

ଲୁହ ଦୁଇ ଟୋପା ଝରି ପଡେ

ସେ ମୋର ପରିସ୍ଥିତି କୁ

ହାସ୍ୟ କଲ୍ଲୋଳ କରେନି ।

ରୂପର ଏକ ପ୍ରତିରୂପ

ମୋ ସମୁଖୀନ କରେ

କେବେ ଧୋକା ଦିଏନି।

ସଠିକ୍ ସଠିକ୍ ଏକ

ସତ୍ୟ ବାର୍ତ୍ତାର ଏକ

ସନ୍ତୋଷ ଜନକ ଉତ୍ତର ଦିଏ।

ଦର୍ପଣ ଯାହା କେବେ

ମିଥ୍ୟା ର ପ୍ରଶୟ ନିଏ ନାହିଁ।

ଜଣେ ସୁଦ୍ଧ ବନ୍ଧୁ ର

କର୍ତ୍ତବ୍ୟ ନିରନ୍ତର

ବହନ କରି ଥାଏ।

ନା କେବେ ପରିହାସ କରେ

ନା କେବେ କଷ୍ଟ ଦିଏ।

ସେ ମୋର ବନ୍ଧୁ

ମୋର ପ୍ରକୃତ ବନ୍ଧୁ।

ନିଜ ଲୋକ ଙ୍କ ଠୁ ତ

ଅତି ଶ୍ରେୟସ୍କର ମୋ ଦର୍ପଣ

ଯିଏ କି ମୋ ଦୁଃଖ ସମୟରେ

କେବେ ପରିହାସ କରେନି।

କେବେ ପରିହାସ କରେନି।


Rate this content
Log in

Similar oriya poem from Classics