STORYMIRROR

PUSPALATA SAHOO

Abstract

2  

PUSPALATA SAHOO

Abstract

ଦୋଛକି

ଦୋଛକି

1 min
56

ଜୀବନର ଦୋ ଛକିରେ 

ଛିଡା ହୋଇ 

ଯିବାକୁ ବାଟ ପାଉ ନ ଥିବା 

ମଣିଷ ଟିଏ ମୁଁ 

କେଉଁ ବାଟେ ଯିବା ସହଜ 

ଆଉ କେଉଁ ବାଟ କଷ୍ଟ 

କିଏ ଭଲ ଆଉ ମନ୍ଦ 

ସୁଖ ଆଉ ଦୁଃଖ 

ସବୁକୁ ପରଖି ନେବାକୁ 

ନାହିଁ ମୋ ପାଖରେ ବଳ 

ତଥା ଜ୍ଞାନର ଭଣ୍ଡାର 

ସବୁ ସମସ୍ୟାର ସମାଧାନ 

ହେବାକୁ ଲୋଡ଼ା ପ୍ରଭୁଙ୍କ 

ଆଶୀର୍ବାଦ ଧାରା 

ଦୋ ଛକିରେ ବାଟ 

ଭୁଲି ଯାଉଥିବା 

ମଣିଷ ପାଇଁ ସାହାରା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract