STORYMIRROR

Bijaylaxmi Behera

Tragedy Others

2  

Bijaylaxmi Behera

Tragedy Others

ଦଂଶନ

ଦଂଶନ

1 min
58


ଫେରିବା ନିଶ୍ଚିତ

ଦଂଶନର ଜ୍ୱାଳା ନେଇ ଦଂଶିବା ପାଇଁ

ପ୍ରତି ଉପହାର ଦେବା ଯେ ଥୟ

ତେଣୁ ପ୍ରସ୍ତୁତ ହୁଅ

ପ୍ରତିଟି ରକ୍ତ କଣିକାରେ ବିଷର ଜ୍ୱାଳା ଭୋଗିବା ନେଇ।


Rate this content
Log in

Similar oriya poem from Tragedy