STORYMIRROR

Bijaylaxmi Behera

Others

2  

Bijaylaxmi Behera

Others

ଶବ୍ଦ ସରଳ ମନର

ଶବ୍ଦ ସରଳ ମନର

1 min
7

କାହ୍ନାରୁ ଶ୍ରୀକୃଷ୍ଣ ଯାତ୍ରା ଖୁବ ଜଟିଳ ଥିଲା ରାଧିକେ 

ସ୍ନେହ ଆଦର ପ୍ରତିଷ୍ଠା ଆଧିପତ୍ୟ ସବୁ ତ ଥିଲା 

ଉଣା ଅଧିକେ 

ଖାଲି ଅଭାବ ଥିଲା ନିଃସର୍ତ୍ତ ପ୍ରେମର 

ଯାହାକୁ ଝୁରୁଛି ମୁଁ ଶରାଘାତ ହୋଇ ଶିଆଳି ଲଟାରେ......



Rate this content
Log in