ଦୀପାବଳି
ଦୀପାବଳି
ରାମଚନ୍ଦ୍ର ଅନ୍ୟାୟକୁ କରି ନାଶ
ପୂର୍ଣ୍ଣର କଲେ ସଂସ୍ଥାପନ
ସାରା ଅଯୋଧ୍ୟା ନଗର
ଆଲୋକିତ ହୋଇ
ଦୂର ହେଲା ସଵୁ ଦୁଃଖ କ୍ଲେଶ।
ଦୀପର କରି ସ୍ଵାଗତ
ଅଯୋଧ୍ୟାକୁ କଲେ ମୁଖରିତ
ପୁରାଣ ଯୁଗରୁ ରହିଛି ଏ ପ୍ରଥା
ଚାଲିଛି ଆଜି ଦୀପାବଳୀର ଵାରତା
ଚାଲେ ହସ ଖୁସି ଓ ଥଟା ମଜା ।
ଚଉ ଦିଗରେ ଉତ୍ସବ ମୁଖରିତ
ହୋଇଉଠେ ....
ଘରେ ଘରେ ରଙ୍ଗୋଲିମୟ
ପିଠାପଣା ମହକି ଯାଏ
ଦୀପାବଳି ସାରିଲେ ମନେ ଆନନ୍ଦ ଖେଳେ।
ଦିଵ୍ୟ ଦୀପାବଳୀ ଜାଣିଦେଲେ
ତାମସା ଯାଏ ଦୂରେଇ
ଆଲୋକ ପୂର୍ଣ୍ଣ ହୁଏ ସଂସାର
ଦୀପର ସାଜସଜ୍ଜା
ଆହାଃ ଦିଶେ କେଡେ ସୁନ୍ଦର।
ଵାଣ ରୋଶଣୀ ସହ
ଚକମକ କରେ
ଲିଚୁଲାଇଟ ସହ ମହମଵତୀ
ଅପୂର୍ବ ଝଲସି ଦିଏ
ଅସରନ୍ତି ଖୁସିରେ ମନ ଝୁମେ।
